39.4 C
Bhubaneswar
Wednesday, June 24, 2026
Homeଓଡିଶାସରକାରୀ ଓକିଲ ନିଯୁକ୍ତି କାଏମ: ଏଜି ପୀତାମ୍ବର

ସରକାରୀ ଓକିଲ ନିଯୁକ୍ତି କାଏମ: ଏଜି ପୀତାମ୍ବର

ଭୁବନେଶ୍ୱର: ୬ ଜିଲ୍ଲାରେ ସରକାରୀ ଓକିଲ ନିଯୁକ୍ତି ମାମଲା । ନୂଆ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ଦାୟର ପିଟିସନ ଖାରଜ । ୧୧ଟି ରିଟ ପିଟିସନର ଏକତ୍ର ଶୁଣାଣି କରି ଖାରଜ କଲେ ହାଇକୋର୍ଟ । କାର୍ଯ୍ୟକାଳ ସରିବା ପୂର୍ବରୁ ନିଯୁକ୍ତି ରଦ୍ଦ ହୋଇଥିବାରୁ ପିଟିସନ ହୋଇଥିଲା । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବେଆଇନ କହିଥିଲେ ଆବେଦନକାରୀ । ନିଯୁକ୍ତିରେ ଅନିୟମିତତା ନାହିଁ ବୋଲି ଯୁକ୍ତି ଦର୍ଶାଇଥିଲେ ଏଜି ପୀତାମ୍ବର ଆଚାର୍ଯ୍ୟ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking