29.1 C
Bhubaneswar
Saturday, February 7, 2026
Homeଓଡିଶାକୂଅରୁ ହାତୀର ମୃତଦେହ ଉଦ୍ଧାର

କୂଅରୁ ହାତୀର ମୃତଦେହ ଉଦ୍ଧାର

ଆଠଗଡ଼: ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ହାତୀର ଗଳିତ ମୃତଦେହ ଉଦ୍ଧାର । ଆଠଗଡ଼ କନ୍ଦରପୁର କେନ୍ଦୁଟୋକୋଲିଠାରେ ଥିବା ଏକ ପରିତ୍ୟକ୍ତ କୂଅରୁ ହାତୀର ଗଳିତ ମୃତ ଦେହ ଉଦ୍ଧାର କରାଯାଇଛି । ହାତୀଟି କିଛି ଦିନ ପୂର୍ବରୁ କୁଅରେ ପଡ଼ି ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି । ପାଣି ଶୁଖିବା ପରେ ହାତୀର ଗଳିତ ମୃତଦେହ ଠାବ କରିଛନ୍ତି ବନ ବିଭାଗ କର୍ମଚାରୀ । କେମିତି ଓ କେଉଁ ପରିସ୍ଥିତିରେ ହାତୀଟି କୁଅରେ ଖସି ମୃତ୍ୟୁବରଣ କରିଛି ସେନେଇ ତଦନ୍ତ ଚାଲିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking