21.1 C
Bhubaneswar
Saturday, February 7, 2026
Homeଓଡିଶା୭ ବର୍ଷର ନାବାଳିକାକୁ ଦୁଷ୍କର୍ମ

୭ ବର୍ଷର ନାବାଳିକାକୁ ଦୁଷ୍କର୍ମ

ରାଉରକେଲା: ରାଉରକେଲାରେ ଲଜ୍ଜାଜନକ ଘଟଣା । ୭ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୁଲିସ୍ । ସୁନ୍ଦରଗଡ଼ ଚାନ୍ଦିପୋଷ ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା। ନାବାଳିକା ଜଣକ ପରିବାର ଲୋକଙ୍କ ସହ ବସ ଯୋଗେ ପିନ୍ଧାନୀ କାର୍ୟ୍ୟକ୍ରମକୁ ଯାଇଥିଲେ। ଏହି ସମୟରେ ନାବାଳିକା ବସରେ ଏକୁଟିଆ ଶୋଇଥିବା ବେଳେ ବସର ଖଲାସୀ ନାବାଳିକା ଜଣଙ୍କୁ ଜୋରଜବରଦସ୍ତ ଦୁର୍ଷ୍କମ କରିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ପରିବାର ଲୋକେ ଚାନ୍ଦିପୋଷ ଥାନାର ଦ୍ବାରସ୍ଥ ହୋଇଥିବା ବେଳେ ଦୁଇ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking