28.1 C
Bhubaneswar
Saturday, March 28, 2026
Homeଓଡିଶାଶୋଇଥିବା ବେଳେ ଝରକା ବାହାରୁ ଏସିଡ ଫିଙ୍ଗି ଫେରାର ଦୁର୍ବୃତ୍ତ

ଶୋଇଥିବା ବେଳେ ଝରକା ବାହାରୁ ଏସିଡ ଫିଙ୍ଗି ଫେରାର ଦୁର୍ବୃତ୍ତ

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ନାୟକାଣିଡିହ ଥାନା ରାମଚନ୍ଦ୍ରପୁର ଗାଁରେ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି। ସେହି ଗାଁର  ଜଗବନ୍ଧୁଙ୍କ ଉପରକୁ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ଝରକା ବାହାରୁ ଏସିଡ ଫିଙ୍ଗି ଫେରାର ହୋଇଥିବା ପରିବାରଲୋକ ଅଭିଯୋଗ କରିଛନ୍ତି।ତେବେ ପରିବାରଲୋକ ଜଗବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାରକରି ପ୍ରଥମେ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ‌ କେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking