16.1 C
Bhubaneswar
Thursday, February 5, 2026
Homeଓଡିଶାସହଦେବ ହତ୍ୟା : ମୁଖ୍ୟ ଅଭିଯୁକ୍ତ ଗିରଫ

ସହଦେବ ହତ୍ୟା : ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ସହଦେବ ନାୟକ ହତ୍ୟା ମାମଲାରେ  ମୁଖ୍ୟ ଅଭିଯୁକ୍ତ ସୁଶେଇ ନାୟକ ଗିରଫ ହୋଇଛନ୍ତି । କଟକ କାନପୁର ଥାନା ଅଞ୍ଚଳରୁ ପୋଲିସ ଗିରଫ କରିଛି । ହତ୍ୟା ପରେ ପଲସର ଗାଡି ଛାଡି ପଳାଇଥିଲା ସୁଶେଇ ।  ପୂର୍ୱରୁ ସହଦେବ ହତ୍ୟା ମାମଲାରେ ୭ ଜଣଙ୍କୁ ଗିରଫ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking