16.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଛୋଟ ପିଲାର ସାକ୍ଷ୍ୟ ଗ୍ରହଣୀୟ : ସୁପ୍ରିମକୋର୍ଟ

ଛୋଟ ପିଲାର ସାକ୍ଷ୍ୟ ଗ୍ରହଣୀୟ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଛୋଟ ପିଲାଙ୍କୁ ସାକ୍ଷା ଭାବେ ଗ୍ରହଣ ନେଇ ସୁପ୍ରିମକୋର୍ଟ ବଡ ରାୟ ଦେଇଛନ୍ତି । କହିଛନ୍ତି, ଯଦି ସାକ୍ଷ୍ୟ ଦେଉଥିବା ପିଲାଠୁ ନିର୍ଭର ଯୋଗ୍ୟ ତଥ୍ୟ ମିଳୁଛି ତାହାକୁ ଗ୍ରହଣ କରାଯିବ । ନିର୍ଭର ଯୋଗ୍ୟ ତଥ୍ୟ ସଂଗ୍ରହରେ ପିଲାର ସର୍ୱନିମ୍ନ ବୟସ ଗ୍ରହଣୀୟ ନୁହେଁ । ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ରାୟକୁ ଖାରଜ କରି ଉଦାହରଣ ରଖିଲେ । ହାଇକୋର୍ଟରେ ଦୋଷମୁକ୍ତ ବ୍ୟକ୍ତିଙ୍କୁ ଆଜୀବନ ସଜା ଶୁଣାଇଲେ ।୭ବର୍ଷୀୟ ଝିଅର ସାକ୍ଷ୍ୟ ଗ୍ରହଣ କରି ବାପାକୁ ଆଜୀବନ ସଜା ଦେଲେ । ଘରେ ଝିଅ ଉପସ୍ଥିତିରେ ସ୍ତ୍ରୀକୁ ହତ୍ୟା ପାଇଁ ସଜା ଶୁଣାଇଲେ।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking