16.1 C
Bhubaneswar
Sunday, December 7, 2025
Homeଓଡିଶାକଇଁଛ ଚୋରା ଚାଲାଣ

କଇଁଛ ଚୋରା ଚାଲାଣ

ଖୋର୍ଦ୍ଧା: ବିପୁଳ ପରିମାଣର କଇଁଚ ଜବତ । ଜଣେ ଅଟକ ରହିଥିବା ସୂଚନା । ୧୬ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ଜିଲ୍ଲା ଗୋଡିପଡା ଟୋଲଗେଟ ରେ  WB 25 D 4015  ଏକ ୪୦୭ ଗାଡି କୁ ସନ୍ଦେହ କରି ଟୋଲ ଗେଟ କର୍ମଚାରୀ ଚେଜିଙ୍ଗ ପରେ ଜଣାପଡ଼ିଥିଲା ୪୦୦ରୁ ଉର୍ଦ୍ଧ ଟ୍ରେ ରେ ବିପୁଳ ପରିମାଣର  କଇଁଛ । ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜ ବନବିଭାଗ ପହଂଚି ଗାଡି ସହ ଜବତ କରି  ଭୂଷଣ୍ଡପୁର ବିଟ ହାଉସ ରେ ପହଁଞ୍ଚିଛନ୍ତି, ଏବଂ ତଦନ୍ତ ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking