ଭୁବନେଶ୍ୱର : କିଟ ପ୍ରସଙ୍ଗରେ ତାରା ବାହିନୀପତି ପ୍ରତିକ୍ରିୟା ରଖିଛନ୍ତି । କିଟ ଗୋଟେ ଇସ୍ୟୁ , ଲୋକଙ୍କ ଅନ୍ତରାତ୍ମା କାନ୍ଦୁଛି । ଓଡିଶାର ସ୍ୱାଭିମାନ ଆଗ କହିଛନ୍ତି ତାରା । ବହୁ ଆଇଏଏସ , ଆଇପିଏସସଙ୍କ ସହଧର୍ମିଣୀ ସେଠି କାମ କରୁଛନ୍ତି । ଅଚ୍ୟୁତଙ୍କ ସହ ମୋର ବି ଭଲ ସମ୍ପର୍କ ରହିଛି । କାହିଁକି ସରକାର କାହାକୁ ଗିରଫ କରୁନାହାନ୍ତି ।










