20.1 C
Bhubaneswar
Sunday, February 8, 2026
Homeଓଡିଶା୯ ହଜାର କୋଟିର ପରିବହନ ଟିକସ ଆଦାୟ : ମନ୍ତ୍ରୀ   

୯ ହଜାର କୋଟିର ପରିବହନ ଟିକସ ଆଦାୟ : ମନ୍ତ୍ରୀ   

ଭୁବନେଶ୍ୱର : ଗତ ୫ ବର୍ଷରେ ୯ ହଜାର କୋଟି ଟଙ୍କାର ପରିବହନ ଟିକସ ଆଦାୟ । ମୋଟ ୯ ହଜାର ୬୮୮ କୋଟି ଟଙ୍କାର ଟିକସ ଆଦାୟ ହୋଇଛି ।  ୨୦୨୫ ଫେବୃଆରୀ ୧୫ ସୁଦ୍ଧା  ୯୦, ୨୬ , ୫୬୯ ଗାଡି ପଞ୍ଜିକୃତ ହୋଇଛି । ବର୍ତ୍ତମାନ ସୁଦ୍ଧା  ୨୩, ୨୯୬ଟି ବିଏଚରେ ପଞ୍ଜିକୃତ ହୋଇଛି । ଟିକସ ଖିଲାପକାରୀ ଗାଡି ଗୁଡିକରୁ ଦିନକୁ ଦିନ ୧୦୦ ଟଙ୍କା ଟିକସ ଆଦାୟ କରାଯାଇଛି । ବିଧାନସଭାରେ ଏନେଇ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking