32.8 C
Bhubaneswar
Wednesday, June 17, 2026
Homeଓଡିଶାଆଗାମୀ ୩ ଘଣ୍ଟା ପାଇଁ ୫ ଜିଲ୍ଲାରେ ବର୍ଷା !

ଆଗାମୀ ୩ ଘଣ୍ଟା ପାଇଁ ୫ ଜିଲ୍ଲାରେ ବର୍ଷା !

ଭୁବନେଶ୍ବର: ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା। କଟକ, ଭୁବନେଶ୍ବର ସମେତ ଢେଙ୍କାନାଳ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ବର୍ଷା ଲାଗି ରହିଛି। ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜଧାନୀ ଭୁବନେଶ୍ବରରେ ସକାଳ ୬ଟାରୁ ବିଜୁଳି ଘଡ଼ଘଡ଼ି ସହ ଝିପିଝିପି ବର୍ଷା ଲାଗି ରହିଛି। ଫଳରେ ସକାଳୁ ରାତିର ଭ୍ରମ ସୃଷ୍ଟି ହୋଇଛି। ନିମ୍ନଚାପ ରେଖା ପ୍ରଭାବରେ ରାଜ୍ୟରେ ଏପରି ବର୍ଷା ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking