25.9 C
Bhubaneswar
Monday, April 6, 2026
Homeଓଡିଶାଆତ୍ମହତ୍ୟା ଉଦ୍ୟମ କରୁଥିବା ମହିଳାଙ୍କୁ ଉଦ୍ଧାର କଲା ଇଆର୍‌ଏସ୍‌ଏସ୍ ଟିମ

ଆତ୍ମହତ୍ୟା ଉଦ୍ୟମ କରୁଥିବା ମହିଳାଙ୍କୁ ଉଦ୍ଧାର କଲା ଇଆର୍‌ଏସ୍‌ଏସ୍ ଟିମ

ଭୁବନେଶ୍ୱର : ମୟୂରଭଞ୍ଜ ଅନ୍ତର୍ଗତ ଧନପୁର ସଦର ଥାନାରେ ଜଣେ ମହିଳା ଗଛରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାର କରାଯିବା ନିମନ୍ତେ ଜଣେ ବ୍ୟକ୍ତି ତୁରନ୍ତ ୧୧୨ କୁ ଫୋନ କରି ସହାୟତା ଲୋଡ଼ିଥିଲେ। ଇଆର୍‌ଏସ୍‌ଏସ୍ କର୍ତ୍ତୃପକ୍ଷ ତୁରନ୍ତ ନିକଟସ୍ଥ ଥାନା ଏବଂ ଜରୁରୀ କାଳୀନ ସହାୟତା ଯାନକୁ ଯୋଗାଯୋଗ କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମହିଳାଙ୍କୁ ବୁଝାସୁଝା କରିବା ସହ ତାଙ୍କ ସ୍ୱାମୀଙ୍କୁ ହସ୍ତାନ୍ତର କରିଥିଲେ। ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking