32.1 C
Bhubaneswar
Friday, March 6, 2026
Homeଓଡିଶାସ୍କୁଲ ପାଚେରୀ ଭୁଶୁଡି ଛାତ୍ରଙ୍କ ମୃତ୍ୟୁ

ସ୍କୁଲ ପାଚେରୀ ଭୁଶୁଡି ଛାତ୍ରଙ୍କ ମୃତ୍ୟୁ

କଟକ :ସ୍କୁଲ ପାଚେରି ପଡ଼ି ଚାଲିଗଲା ଛାତ୍ରର ଜୀବନ। କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ୍ ଅନ୍ତର୍ଗତ ଦିମିରି ପଞ୍ଚାୟତ ନୋଦା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବଡ଼ ଅଘଟଣ। ସ୍କୁଲ ରିକ୍ରେଶନ ସମୟରେ ପାଚେରୀ ପଡ଼ି ଜଣେ ପଞ୍ଚମ ଶ୍ରେଣୀ ଛାତ୍ର ସାଇ ସ୍ୱରୂପ ଭୋଇ ଗୁରୁତର ହୋଇଥିଲେ। ତାଙ୍କୁ ତୁରନ୍ତ କଟକ ବଡ଼ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସେପଟେ ଛାତ୍ର ମୃତ୍ୟୁକୁ ନେଇ ଦେଖା ଦେଇଛି ଉତ୍ତେଜନା। ପରିବାର ଓ ଗ୍ରାମବାସୀ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଘଟଣା ସ୍ଥଳରେ ଗୋବିନ୍ଦପୁର ଥାନା ପୋଲିସ ଓ ସଦର ଉପଖଣ୍ଡ ଏସଡିପିଓ ଉପସ୍ଥିତ ଅଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking