ଭୁବନେଶ୍ୱର: ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ଗୃହ ମଧ୍ୟଭାଗରେ ହଙ୍ଗାମା । ମିଶନ ଶକ୍ତିରେ ଇସି କ୍ୟାଡର ପୁନର୍ଗଠନକୁ ବିରୋଧ । ନାରୀ ସୁରକ୍ଷା ପ୍ରସଙ୍ଗ ଉଠାଇ କଂଗ୍ରେସର ନାରାବାଜି । ଗୃହରେ ଡବଲ ଇଞ୍ଜିନ ସରକାର ହାଏ ହାଏ ନାରା ବାଜି କରିଛନ୍ତି ।