19.1 C
Bhubaneswar
Tuesday, February 10, 2026
Homeଓଡିଶା୨୦୨୬ ସୁଦ୍ଧା ସବୁ ଗାଁକୁ ପାଇପ ପାଣି : ମନ୍ତ୍ରୀ

୨୦୨୬ ସୁଦ୍ଧା ସବୁ ଗାଁକୁ ପାଇପ ପାଣି : ମନ୍ତ୍ରୀ

ଭୁବନେଶ୍ୱର : ୨୦୨୬ ସୁଦ୍ଧା ରାଜ୍ୟର ସବୁ ଗାଁକୁ ପାଇପ ପାଣି ମିଳିବ । ଏନେଇ ଗୃହରେ ଲିଖିତ ଉତ୍ତର ରଖିଲେ ପାନୀୟ ଜଳଯୋଗାଣ ମନ୍ତ୍ରୀ ରବି ନାରାୟଣ ନାଏକ । ରାଜ୍ୟରେ ୬, ୭୯୪ ଟି ପଞ୍ଚାୟତ ରହିଛି । ୫୨,୬୩୮ ୱାର୍ଡକୁ ବିଶୁଦ୍ଧ ପାଣି ଯୋଗାଇ ଦିଆଯାଉଛି । ୪୦,୧୯୩ ୱାର୍ଡକୁ ପାଇପ ପାଣି ପହଞ୍ଚାଇବା ଆମର ଲକ୍ଷ୍ୟ କହିଛନ୍ତି ।  ୨୦୨୬ ସୁଦ୍ଧା ଏହି ସବୁ ୱାର୍ଡରେ ପାଣି ମିଳିବ କହିଛନ୍ତି ମନ୍ତ୍ରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking