22.1 C
Bhubaneswar
Friday, February 13, 2026
Homeଦେଶ ବିଦେଶ୭ମ ଶ୍ରେଣୀ ଛାତ୍ରୀକୁ ଏକାଦଶ ଶ୍ରେଣୀ ଛାତ୍ରମାନେ ଯାହା କଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ....

୭ମ ଶ୍ରେଣୀ ଛାତ୍ରୀକୁ ଏକାଦଶ ଶ୍ରେଣୀ ଛାତ୍ରମାନେ ଯାହା କଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ନୂଆଦିଲ୍ଲୀ: ପୁଣି ଏକ ନାବାଳିକା ସହ ଗଣ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ଏକ ସରକାରୀ ବିଦ୍ୟାଳୟରେ ୭ମରେ ପାଠ ପଢୁଥିବା ଝିଅକୁ ଏକାଦଶ ଶ୍ରେଣୀରେ ପଢୁଥିବା ପିଲା ଗଣଦୁଷ୍କର୍ମ କରିଛନ୍ତି। ଏଥିପାଇଁ ପୋଲିସ ୩ଜଣ ଏକାଦଶ ଶ୍ରେଣୀର ଛାତ୍ରଙ୍କୁ ଗିରଫ କରିଛି। ଏହି ଘଟଣାଟି ତାମିଲନାଡ଼ୁ ସାମେଲ ଜିଲ୍ଲାର ଅତ୍ତୁର ଗାଁରେ ଘଟିଛି।

ପୋଲିସ କହିଛି ଯେ, ଏହି ଘଟଣାଟି ସ୍କୁଲ ଛୁଟି ହେବା ପରେ ଘଟିଥିଲା। କିନ୍ତୁ ଏହି ଘଟଣାଟି ପୋଲିସ ପାଖେ ପୀଡ଼ିତା ବାଳିକାଙ୍କ ସଂପର୍କୀୟ ଅଭିଯୋଗ ଜାରି କରିଥିଲେ। ଏହାପରେ ଡିସିପିସିର ମୁଖ୍ୟ ଶ୍ରୀମୂରଲୀ ବିଦ୍ୟାଳୟରେ ତଦନ୍ତ ଆରମ୍ଭ କରିଥିଲେ। ଏହାପରେ ଡିସିପିୟୁ ସମସ୍ତ ମହିଳା ଥାନା ଅଧିକାରୀଙ୍କୁ ଏହି ମାମଲା ହସ୍ତାନ୍ତର କରିଥିଲେ। ଏହାପରେ ପୋସ୍କୋ ଆକ୍ଟ ଅନୁଯାୟୀ, ମହିଳା ଥାନା ଅଧିକାରୀମାନେ ଅଭିଯୁକ୍ତ ୩ ଜଣଙ୍କୁ ଗିରଫ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking