ମାଲକାନଗିରି : ଆଇଡି ବିସ୍ଫୋରଣରେ ଜଣେ ଯବାନ ଆହତ ହୋଇଛନ୍ତି । ଛତିଶଗଡ ବିଜାପୁରରେ କୋବ୍ରା ବାହିନୀର କମ୍ବି ଂ ବେଳେ ବିସ୍ଫୋରଣ ହୋଇଛି । ଆହତ ଯବାନ ଅରୁଣ କୁମାର ଯାଦବ ରାୟପୁର ସ୍ଥାନାନ୍ତର ହୋଇଛନ୍ତି ।