ଯାଜପୁର: ଦୁର୍ଘଟଣାରେ ପୁଲିସ୍ ଡିଏସପି ମୃତ । ଯାଜପୁର ପୁଲିସ୍ ଡିଏସପି ବଳରାମ ନାୟକଙ୍କ ମୃତ୍ୟୁ । ପାଣିକୋଇଲି ଥାନା କୃପାଳୁ ରାଇସ୍ ମିଲ୍ ନିକଟରେ ଦୁର୍ଘଟଣା । କାରକୁ ଟ୍ରକ୍ ଧକ୍କା ଦେଇ ୨ ଜଣ ମୃତ୍ୟୁବରଣ କରିଛନ୍ତି । ଡିଏସପି ଏବଂ ତାଙ୍କ ଜଣେ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଛି ।