33.1 C
Bhubaneswar
Wednesday, September 30, 2026
Homeଓଡିଶାଦଶହରା ପୂର୍ବରୁ ଲୁଟେରାଙ୍କୁ ଧରିବାକୁ ପୁଲିସର ବଡ଼ ପ୍ଲାନ୍: ସାଦା ପୋଷାକରେ ନଜର ରଖାଯିବ

ଦଶହରା ପୂର୍ବରୁ ଲୁଟେରାଙ୍କୁ ଧରିବାକୁ ପୁଲିସର ବଡ଼ ପ୍ଲାନ୍: ସାଦା ପୋଷାକରେ ନଜର ରଖାଯିବ

ଭୁବନେଶ୍ୱର : ଦଶହରା ପୂର୍ବରୁ ସୁନା ଚେନ୍ ଲୁଟେରାଙ୍କୁ ଧରିବାକୁ ପୁଲିସର ବଡ଼ ପ୍ଲାନ୍ । ପାର୍ବଣ ସମୟରେ ସାଦା ପୋଷାକରେ ନଜର ରଖିବ ପୁଲିସ । ଏନେଇ ଏସିପି ଓ ଆଇଆଇସିଙ୍କ ସହ ଆଲୋଚନା କରିଛନ୍ତି ଭୁବନେଶ୍ୱର ଡିସିପି । ପାର୍ବଣ ପୂର୍ବରୁ ବନ୍‌ଜାରାଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ଉପରେ ନଜର ରଖିବାକୁ ଡିସିପି ନିର୍ଦ୍ଦେଶ ଦେଇଛନ୍ତି ।ଭୁବନେଶ୍ୱର ୟୁପିଡି ଅଞ୍ଚଳରୁ ଗତ ୮ ମାସରେ ୧୧୫ଟି ସୁନା ଚେନ୍ ଲୁଟ୍ ନେଇ ଅଭିଯୋଗ ହୋଇଛି । ସେପଟେ ଅଧିକାଂଶ ମାମଲାରେ ଲୁଟ୍ ହୋଇଥିବା ଚେନ୍ ଜବତ କରାଯିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ଆଗକୁ ମଧ୍ୟ ଚେନ୍ ଲୁଟେରାଙ୍କୁ ଧରିବା ପାଇଁ ଅଭିଯାନ ଜାରି ରହିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ଡଃ ସର୍ବଣା ବିବେକ୍ ଏମ୍ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking