26.1 C
Bhubaneswar
Wednesday, February 4, 2026
Homeଓଡିଶାଟ୍ରେନ ଟଏଲେଟରେ ଅଜଣା ମୃତଦେହ

ଟ୍ରେନ ଟଏଲେଟରେ ଅଜଣା ମୃତଦେହ

ସମ୍ବଲପୁର : ଟ୍ରେନ ଟଏଲେଟରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନାଗାବଳୀ ଏକ୍ସପ୍ରେସ ଟ୍ରେନ ଟଏଲେଟରୁ ଉଦ୍ଧାର ହୋଇଛି ମୃତଦେହ । ସମ୍ବଲପୁର ଷ୍ଟେସନର ଫ୍ୱାଶିଂ ଲାଇନରେ ଟ୍ରେନ ସଫା ବେଳେ ଉଦ୍ଧାର ହୋଇଛି । ଟଏଲେଟ କବାଟ ଭିତର ପଟୁ ବନ୍ଦ ଥିଲା । ତେବେ ମୃତ୍ୟୁ କିପରି ହୋଇଛି ତାହାର କାରଣ ଅସ୍ପଷ୍ଟ ରହିଛି । ସ୍ଥିତି ଉତ୍ତେଜନା ଦେଖାଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking