20.1 C
Bhubaneswar
Monday, February 9, 2026
Homeଓଡିଶାସାଢେ ୩ କୋଟି ଜବତ: ୮ ଗିରଫ

ସାଢେ ୩ କୋଟି ଜବତ: ୮ ଗିରଫ

କଳାହାଣ୍ଡି: କଳାହାଣ୍ଡି ପୋଲିସ୍‌କୁ ବଡ ସଫଳତା ମିଳିଛି । ୮ ଆନ୍ତଃରାଜ୍ୟ ଲୁଟେରା ଗିରଫ ହୋଇଛନ୍ତି । ଲୁଟେରାଙ୍କ ଠାରୁ ନଗଦ ସାଢେ ୩ କୋଟି ଟଙ୍କା ଜବତ କରିଛି ପୋଲିସ୍ । ଧର୍ମଗଡରେ ଏକ ଡକାୟତି ଘଟଣାରେ ସମ୍ପୃକ୍ତ ଅଛନ୍ତି ୮ ଲୁଟେରା । ଗିରଫ ୮ ଅଭିଯୁକ୍ତ ଝାଡଖଣ୍ଡ ରାଜ୍ୟର ହୋଇଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking