24.1 C
Bhubaneswar
Friday, February 13, 2026
Homeଦେଶ ବିଦେଶବୟାନ ଗ୍ରହଣୀୟ ନୁହେଁ – ରାଷ୍ଟ୍ରପତି ଭବନ

ବୟାନ ଗ୍ରହଣୀୟ ନୁହେଁ – ରାଷ୍ଟ୍ରପତି ଭବନ

ନୂଆଦିଲ୍ଲୀ : ସୋନିଆଙ୍କ ବୟାନକୁ  ରାଷ୍ଟ୍ରପତି ଭବନ ପକ୍ଷରୁ  କଡା ଆପତ୍ତି  କରିଛନ୍ତି । ବୟାନ ଜାରି କରି ଆପତ୍ତି ଜଣାଇଲା ରାଷ୍ଟ୍ରପତି ଭବନ । ସୋନିଆଙ୍କ ବୟାନ ଗ୍ରହଣୀୟ ନୁହେଁ  କହିଲା ରାଷ୍ଟ୍ରପତି ଭବନ ।  ସଜ୍ମୋଚ୍ଚ  ପଦବୀରେ ମଯ୍ୟାଦାକୁ ଆଘାତ ଦେଇଛି ।  ଏହା ଗ୍ରହଣୀୟ ନୁହେଁ । କୌଣସି ବି କ୍ଷେତ୍ରରେ ରାଷ୍ଟ୍ରପତି ଥକିନାହାନ୍ତି   କହିଛି ରାଷ୍ଟ୍ରପତି ଭବନ ।  ଅବହେଳିତ ବର୍ଗଙ୍କ ବାବଦରେ କହିବା କଦାପି କ୍ଲାନ୍ତ ଆଣେନି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking