22.1 C
Bhubaneswar
Friday, February 13, 2026
Homeଓଡିଶାବାଇକ୍ କୁ ବାଇକ୍ ଧକ୍କା: ୨ ମୃତ

ବାଇକ୍ କୁ ବାଇକ୍ ଧକ୍କା: ୨ ମୃତ

ନବରଙ୍ଗପୁର: ନବରଙ୍ଗପୁର କୋଡିଙ୍ଗା ଥାନା ଭାଟିଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଦୁଇ ବାଇକ ମୁଁହାମୁହିଁ ଧକ୍କା । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ଧନିଆ ମାଝୀ ଓ ରଘୁ ବୈରାଗୀ । ଅନ୍ୟ ତିନି ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ନବରଙ୍ଗପୁର ଏସ୍ପି ମିହିର କୁମାର ପଣ୍ଡା କୋଷାଗୁମୁଡ଼ା ଅଞ୍ଚଳକୁ ଯାଉଥିବା ବେଳେ ଆହତଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନାକୁ ନେଇଥିଲେ । ଏସ୍ପିଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଅଞ୍ଚଳବାସୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking