25.9 C
Bhubaneswar
Monday, April 6, 2026
Homeଓଡିଶାନିରପେକ୍ଷ ନିର୍ବାଚନକୁ ପ୍ରାଥମିକତା

ନିରପେକ୍ଷ ନିର୍ବାଚନକୁ ପ୍ରାଥମିକତା

ଭୁବନେଶ୍ୱର : ରାଜ୍ୟ ନିର୍ବାଚନ କମିସନରଙ୍କ  ଦାୟିତ୍ୱ ଗ୍ରହଣ କରିଛନ୍ତି ମଦୁସୁଦନ ପାଢୀ । ଏହାରି ପରେ ସେ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି । ସୁଚାରୁରୂପେ ପରିଚାଳନା ବଡ ଆହ୍ୱାନ ରହିବ । ଆଗକୁ ପୌର ପଞ୍ଚାୟତ ନିର୍ୱାଚନ । ଶୃଙ୍ଖଳିତ ପରିଚାଳନା ବଡ ଚ୍ୟାଲେଞ୍ଜିଂ ହେବ । ପୂର୍ବରୁ ଅନେକ ଗୁରୁତ୍ୱପୂଣ୍ଣ ଦାୟିତ୍ୱ ନେଇଛି । ନୂଆ ଭୋଟରଙ୍କୁ  ଆକୃଷ୍ଟ କରିବା ଏହା ଏକ ବଡ ଆହ୍ୱାନ । ମଧୁସୂଦନ ପାଢୀ ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ  ଗ୍ରହଣ କରିଛନ୍ତି । ତୋଷାଳୀ ଭବନରେ ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଛନ୍ତି । ଅଦିତ ପ୍ରସାଦ ପାଢୀ ଯିଏକି  ନିର୍ବାଚନ କମିଶନର ଥିଲେ  କିନ୍ତୁ ସେ ବର୍ତ୍ତମାନ ଦାୟିତ୍ୱରୁ  ମୁକ୍ତ ଅଛନ୍ତି ।  ଏବେ ଦାୟିତ୍ୱର ଭାର ବର୍ତ୍ତମାନ ମଧୁସୂଦନ  ପାଢୀଙ୍କର ହାତକୁ ହସ୍ତାନ୍ତର କରାଯାଇଛି ।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking