21.1 C
Bhubaneswar
Monday, February 2, 2026
Homeଓଡିଶାପାଠରେ ପଛୁଆ  ପ୍ରାଥମିକ ସ୍କୁଲ ପିଲା

ପାଠରେ ପଛୁଆ  ପ୍ରାଥମିକ ସ୍କୁଲ ପିଲା

ଭୁବନେଶ୍ୱର : ଅସର ଧରାଇ ଦେଲା  ପାଠପଢାର ଅସଲ ମାନ । ପାଠରେ ପଛୁଆ  ହେଉଛନ୍ତି ପ୍ରାଥମିକ ସ୍କୁଲ ପିଲା ।  ୬୦ ପ୍ରତିଶତ  ୩ୟ ଶ୍ରେଣୀ ପିଲା , ୨ୟ ଶ୍ରେଣୀ ପାଠ  ପଢିବାକୁ ଅସମର୍ଥ । ଡିଜିଟାଲ ପାଠରେ ଆଗୁଆ ।  ଡିଜିଟାଲ ସାକ୍ଷରତାରେ ଆଗୁଆ ଓଡିଶାର ପିଲା ।  ୧୪ରୁ ୧୬ ବର୍ଷର ପିଲାଙ୍କୁ ଜଣା ସ୍ମାର୍ଟ ଫୋନ  ବ୍ୟବହାର । ସ୍ମାର୍ଟଫୋନ ବ୍ୟବହାର କରିଜାଣନ୍ତି ୮୦%  ପିଲା । ୭୭.୬ % ପିଲା  ବ୍ୟବହାର କରୁଛନ୍ତି  ସୋସିଆଲ ମିଡିଆ ।  ୭୧.୪% ପିଲାଙ୍କୁ ଜଣା ଇଣ୍ଟରନେଟ ବ୍ରାଉଜିଂ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking