29.1 C
Bhubaneswar
Saturday, February 7, 2026
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ପ୍ରକାଶ ମିଶ୍ର

ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ପ୍ରକାଶ ମିଶ୍ର

ଭୁବନେଶ୍ୱର: ପ୍ରକାଶ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା । ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ନୂଆ ଦାୟିତ୍ୱ ବହନ କରିଛନ୍ତି । ପ୍ରକାଶ ମିଶ୍ରଙ୍କୁ ମିଳିବ କ୍ୟାବିନେଟ ପାହ୍ୟା ।  ପୂର୍ବତନ ଡିଜିପି ଅବସରପ୍ରାପ୍ତ ଆଇପିଏସ୍‌  ହେଉଛନ୍ତି ପ୍ରକାଶ ମିଶ୍ର । ସେହିପରି ମଧୁସୂଦନ ପାଢୀ ହେଲେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking