31.1 C
Bhubaneswar
Friday, February 13, 2026
Homeଓଡିଶାକକା , ଖୁଡୀଙ୍କୁ ହାଣିଲା ପୁତୁରା

କକା , ଖୁଡୀଙ୍କୁ ହାଣିଲା ପୁତୁରା

କଳାହାଣ୍ଡି : କକା ଓ ଖୁଡୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁତୁରା ।   ଗୋଲାମୁଣ୍ଡା ଥାନା ଗାର୍ଲି ଗାଁରେ ଏଭଳି ଜଘନ୍ୟ ହତ୍ୟଆକାଣ୍ଡ ଘଟିଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତ ପୁତୁରାକୁ ଅଟକ ରଖି ପଚରାଉଚରା କରୁଛି । ଏବଂ ତଦନ୍ତ ଜାରି ରଖିଛି । ସ୍ଥାନୀୟ ପରିବେଶ ଶୋକାକୁଳରେ ଘେରିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking