25.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶଗଣତନ୍ତ୍ର ଦିବସ ପାଇଁ  କର୍ତ୍ତବ୍ୟ ପଥରେ ଗଡିବ ନନ୍ଦିଘୋଷ

ଗଣତନ୍ତ୍ର ଦିବସ ପାଇଁ  କର୍ତ୍ତବ୍ୟ ପଥରେ ଗଡିବ ନନ୍ଦିଘୋଷ

ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସ ପାଇଁ  ଦିଲ୍ଲୀରେ ଭାରତୀୟ ସେନାର ଜୋରଦାର ପ୍ରସ୍ତୁତି ଚାଲିଛି ।  ପରେଡରେ ଯୋଗ ଦେଇଥିବା ଏକ ଯାନର ନାଁ ହେଉଛି  ନନ୍ଦିଘୋଷ । ଯାହା ଏକ ଦ୍ରୁତ ଯୁଦ୍ଧ ଯାନ, ଯାହା ବିଲ୍ଟ-ଇନ୍ ସୁରକ୍ଷା ସହିତ ଯୁଦ୍ଧକ୍ଷେତ୍ରରେ ମୁତୟନ ଉପରେ ଗୁରୁତ୍ୱରୋପ କରେ । ଭଗବାନ ଜଗନ୍ନାଥଙ୍କ ରଥର ନାମ ନନ୍ଦିଘୋଷ ହୋଇଥିବାରୁ ଏହି ଯାନର ନାମ ନନ୍ଦିଘୋଷ ରଖାଯାଇଛି ବୋଲି ମେଜର ରାଧିକା କହିଛନ୍ତି,ଯେମିତି ମହାପ୍ରଭୁଙ୍କ ରଥ ଆଗକୁ ବଢିବା ବେଳେ ଯେତେ ବାଧା ଅସୁବିଧା ଆସିଲେ ମଧ୍ୟ ରଥ ଆଗକୁ ବଢେ ସେହିଭଳି ଏହି ଯାନ ମଧ୍ୟ ଆଗକୁ ବଢିବ ଏବଂ ସୁବଠାରୁ ବଡ କଥା ହେଉଛି ଏହି ନନ୍ଦିଘୋଷ ଯାନକୁ ଜାତିସଂଘ ତରଫରୁ ଲେବାନନରେ ଅପରେସନ ପାଇଁ ନିୟୋଜିତ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking