ଭୁବନେଶ୍ୱର : ପିଏମ ସୂର୍ଯ୍ୟ ଘର ଯୋଜନାକୁ ନେଇ ଶକ୍ତି ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ମାର୍ଚ୍ଚ ସୁଦ୍ଧା ୩୦ ହଜାର ଉପଭୋକ୍ତାଙ୍କୁ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ । ଆଗାମୀ ଦିନରେ ୩ ଲକ୍ଷ ଉପଭୋକ୍ତାଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଯୋଜନା କରାଯାଇଛି ।