25.1 C
Bhubaneswar
Sunday, December 21, 2025
Homeଓଡିଶାପୁରୀ : ଆସନ୍ତାକାଲି ୫ ଘଣ୍ଟାର ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ : ଆସନ୍ତାକାଲି ୫ ଘଣ୍ଟାର ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ : ଶ୍ରୀମନ୍ଦିରରେ ଆସନ୍ତାକାଲି ବନ୍ଦ ରହିବ ସାଧାରଣ ଦର୍ଶନ ।  ମହାପ୍ରଭୁଙ୍‌କ ବନକ ଲାଗି ନୀତି ଅନୁଷ୍ଠିତ ହେବ ।  ଏନେଇ ସାଧାରଣ ଦର୍ଶନ  ୫ ଘଣ୍ଟା ବନ୍ଦ ରହିବ । ସନ୍ଧ୍ୟା  ୫ଟାରୁ ୧୦ଟା  ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ବିତୀୟ ଭୋଗ ମଣ୍ଡପ ପରେ ବନକ ଲାଗି କରାଯିବ।  ନିୟମ ଅନୁଯାୟୀ ବୁଧବାର ଦିନ ବନକ ଲାଗି ହୋଇଥାଏ। ଦି’ପ୍ରହର ଧୂପ ସରିବାପରେ ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି କରାଯାଇଥାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking