ଭୁବନେଶ୍ୱର : ଆଳୁ ଦର ବୃଦ୍ଧିକୁ ନେଇ ପୂର୍ୱ ସରକାରକୁ ଦାୟୀ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । କହିଲେ ଆଳୁ ଦର ବୃଦ୍ଧି ନେଇ ପୂର୍ୱ ସରକାର ଦାୟୀ । କହିଲେ ଆଳୁ ସମସ୍ୟା ୨୪ ବର୍ଷର ସମସ୍ୟା । ଏହା ଦିନକରେ ଠିକ ହେବ ନାହିଁ , ସମୟ ଲାଗିବ କହିଛନ୍ତି ମନ୍ତ୍ରୀ । ସମାଧାନ ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ।