ମାଲକାନଗିରି : ସ୍ତ୍ରୀର ବେକ କାଟି ହତ୍ୟା କଲା ସ୍ୱାମୀ । ଏଭଳି ଘଟଣା ମାଲକାନଗିରିରେ ଘଟିଛି । କାଲିମେଳା ଥାନା ଏମଭି ୬୬ ଗାଁରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ା ହତ୍ୟା ପରେ ଥାନାରେ ଅଭିଯୁକ୍ତ ସ୍ୱାମୀର ନିଜକୁ ଆତ୍ମସମର୍ପଣ କରିଛି । ଘରୋଇ କଳହକୁ ନେଇ ଉଭୟଙ୍କ ମଧ୍ୟରେ ବାଦବିବାଦ ଦେଖାଦେଇଥିଲା । ଏହାରି ପରେ ଧାରୁଆ ଅସ୍ତ୍ରରେ ସ୍ୱାମୀ ନିଜ ସ୍ତ୍ରୀର ବେକ କାଟି ଦେଇଛି । ପୁଲିସ ଘଟଣାର ତଦନ୍ତ କରୁଛି ।