ଭୁବନେଶ୍ୱର : ମୁହଁ ଖୋଲିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ । ପ୍ରେସମିଟ କରି ବିଜେଡି ଉପରେ ବର୍ଷିଲେ ପ୍ରଦୀପ । ଓଡିଆ ନୂଆବର୍ଷରେ ନବୀନଙ୍କ ପାଞ୍ଜି ଖୋଲିବ କହିଛନ୍ତି ପ୍ରଦୀପ ପାଣିଗ୍ରାହୀ । ମିଛ ମାମଲାରେ ଚାପି ଦେବାକୁ ଚେଷ୍ଟା କରୁଥିଲେ । କୋର୍ଟ ମୋତେ କ୍ଲିନ ଚିଟ ଦେଇଛନ୍ତି କହିଲେ ପ୍ରଦୀପ ପାଣିଗ୍ରାହୀ ।