32.1 C
Bhubaneswar
Tuesday, October 13, 2026
Homeଓଡିଶାମାଳମାଳ  ପ୍ରେସକ୍ରିପସନରୁ ମୁକ୍ତି – ମନ୍ତ୍ରୀ

ମାଳମାଳ  ପ୍ରେସକ୍ରିପସନରୁ ମୁକ୍ତି – ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଲାଗୁହେବ  ଡିଜିଟାଲ ହେଲ୍‌ଥ  ମିଶନ । ଖୁବଶୀଘ୍ର ଡିଜିଟାଲ ହେଲ୍‌ଥ ମିଶନ ଲାଗୁ ହେବ । ଗୋଟିଏ ଆକାଉଣ୍ଡରେ ରହିବ ରୋଗୀଙ୍କ ରୋଗର ତଥ୍ୟ । ମାଳମାଳ ପ୍ରେସକ୍ରିପସନ ଧରି  ରୋଗୀ ଆଉ ବୁଲିବେନି । କାର୍ଡ  ନାଁ ରହିବ ଆୟୁଷ୍ମାନ ଭାରତ ହେଲ୍‌ଥ ଆକାଉଣ୍ଟ । କ୍ୟୁଆର କାର୍ଡ ସ୍କାନ କଲେ ମିଳିବ ରୋଗର ତଥ୍ୟ । ଏନେଇ ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking