ପୁରୀ: ଶ୍ରୀମନ୍ଦିର ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ତା । ନୂଆ ବର୍ଷରେ ସିଂହଦ୍ୱାର ଦେଇ ପ୍ରବେଶ ଅନୁମତି । ୩୧ ଓ ୧ , ଦୁଇ ଦିନ ପାଇଁ ଅନୁମତି ରହିଛି । ଯେହେତୁ ନୂଆବର୍ଷ ରହିଛି , ଏ ନେଇ ନିଷ୍ପତ୍ତି ନିଆଯାଇଛି । ଅନ୍ୟ ୩ ଦ୍ୱାରରେ ପ୍ରସ୍ଥାନ ବ୍ୟବସ୍ତା ରହିବ । ଦର୍ଶନ ଶୃଙ୍ଖଳିତ କରାଯିବାକୁ ନିଆଯାଇଛି ପଦକ୍ଷେପ । ନୂଆବର୍ଷ ଭିଡ ଦୃଷ୍ଟିରେ ରଖି ଏହି ପଦକ୍ଷେପ । ସହଯୋଗ କାମନା କଲେ ଶ୍ରୀମନ୍ଦିର ପ୍ରଶାସନ ।










