ଭୁବନେଶ୍ୱର: ବର୍ତ୍ତମାନ ଆସିଛି ଏକ ବଡ ଖବର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ ସୂଚନା । ୨୮ ରେ ଓଡିଶା ଆସିବେ ଗୃହମନ୍ତ୍ରୀ । ସମ୍ବଲପୁର ଗସ୍ତରେ ଆସିବେ ଅମିତ ଶାହା । ସୂଚନା ଅନୁଯାଇ , ୨୮ରେ ଓଡିଶା ଗସ୍ତରେ ଆସିବେ ଗୃହ ମନ୍ତ୍ରୀ ଅମିତ ଶାହା । ସମ୍ବଲପୁର ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ । ସୂଚନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୁସ୍ତକ ଉନ୍ମୋଚନ ଓ ବିକାଶମୂଳକ କାର୍ଯ୍ୟର ଉଦଘାଟନ କରିବେ ।