27.1 C
Bhubaneswar
Thursday, December 26, 2024
Homeଦେଶ ବିଦେଶଚେକ ବାଉନ୍ସ ଯୋଗୁଁ  ଭକ୍ତଙ୍କୁ ୨.୧୫ ଲକ୍ଷ ଜୋରିମାନା: କୋର୍ଟ

ଚେକ ବାଉନ୍ସ ଯୋଗୁଁ  ଭକ୍ତଙ୍କୁ ୨.୧୫ ଲକ୍ଷ ଜୋରିମାନା: କୋର୍ଟ

ନୂଆଦିଲ୍ଲୀ : କନକ ପ୍ଲେସରେ ଅବସ୍ଥିତ ଏକ ମନ୍ଦିରର ମହନ୍ତ ତାଙ୍କ ଭକ୍ତଙ୍କୁ   ୨ ଲକ୍ଷ ଟଙ୍କାର ଚେକ  ଦେଇଥିଲେ । ଯେତେବଳେ ଭକ୍ତ ଜଣଙ୍କ ଚେକ ଜମା କରିଥିଲେ ତାହା ବାଉନ୍ସ ହୋଇଯାଇଥିଲା ।  ଏହାପରେ ମହନ୍ତ  ପଟିଆଲା ହାଉସ କୋର୍ଟ ନିକଟକୁ ଯାଇଥିଲେ ।  କୋର୍ଟ  ଭକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି  ମହନ୍ତଙ୍କୁ  ୬୦ ଦିନ ମଧ୍ୟରେ  ୨.୧୫  ଲକ୍ଷ ଟଙ୍କା ଜୋରିମାନା ଦେବାକୁ କହିଥିଲେ । ଆଡଭୋକେଟଙ୍କ  କହିବା ଅନୁସାରେ ୨୦୨୨ ମସିହାରେ    ମହନ୍ତ ପ୍ରମୋଦ   ଭକ୍ତଙ୍କୁ ୨ ଲକ୍ଷ ଟଙ୍କା  ଲୋନ ଦେଇଥିଲେ ।  ଏହାର ପ୍ରତିବଦଳରେ ତାଙ୍କ ଭକ୍ତଙ୍କୁ  ୨ ଲକ୍ଷ ଟଙ୍କାର ଚେକ ଦେଇଥିଲେ । ବ୍ୟାଙ୍କରେ୍ ଚେକ ଜମା କରିଲାବେଳକୁ ଚେକ ବାଉନ୍ସ ହୋଇଯାଇଛି । ତେଣୁ ପ୍ରମୋଦ କୋର୍ଟ ଯାଇଥିଲେ ।  ଡିସେମ୍ବର ୨୩ରେ  କୋର୍ଟ ଏହି ମାମଲାର ଶୁଣାଣି କରିିଥିଲେ । ଦୋଷୀ ଯଦି ଟଙ୍କା ନଦିଏ ତେବେ  ଜେଲ ଯିବେ ବୋଲି କୋର୍ଟ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking