19.1 C
Bhubaneswar
Monday, December 8, 2025
Homeଓଡିଶାମାର୍ଚ୍ଚରେ 'ସୁଭଦ୍ରା'ର ଦ୍ୱିତୀୟ କିସ୍ତି ଟଙ୍କା: ମୁଖ୍ୟମନ୍ତ୍ରୀ

ମାର୍ଚ୍ଚରେ ‘ସୁଭଦ୍ରା’ର ଦ୍ୱିତୀୟ କିସ୍ତି ଟଙ୍କା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜାନୁଆରି ଶେଷ ସୁଦ୍ଧା ୧ କୋଟି ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ । ମାର୍ଚ୍ଚରେ ଏକାସଂଗେ କୋଟିଏ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ମିଳିବ । ଏ ନେଇ ଆଜି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମହିଳା ମାନଙ୍କୁ ସଶକ୍ତି କରଣ କରିବା ପାଇଁ ବିଜେପି ସବୁବେଳେ ଚାହିଁଛି । ବିଜେପି ଯାହା କଥା ଦେଇଥିଲା ସେଇ କଥା ରଖୁଛି ବୋଲି ସେ କହିଛନ୍ତି । ଡବଲ ଇଞ୍ଜିନ ସରକାର କାମରେ କରିକି ଦେଖାଏ ବୋଲି ସେ ନିଜ ଅଭିଭାଷଣରେ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking