25.1 C
Bhubaneswar
Tuesday, February 24, 2026
Homeଓଡିଶାଝିଅ ଉପରେ ମାଡ଼ିଗଲା ଟ୍ରକ

ଝିଅ ଉପରେ ମାଡ଼ିଗଲା ଟ୍ରକ

ବୀରମିତ୍ରପୁର: ବାପା , ମା ଆଗରେ ଝିଅ ଉପରେ ମାଡ଼ିଗଲା ଟ୍ରକ । ଏନଏଚ-୧୪୩ ଲାଲଜୀରାମ ପେଟ୍ରୋଲ ପମ୍ପ ନିକଟରେ ଟ୍ରକ ମାଡ଼ିଗଲା । ତେବେ , ସୂଚନା ମୁତାବକ ବାଇକରୁ ଖସିପଡିଥିବା ୨ ବର୍ଷର ଝିଅ ଉପରେ ମାଡ଼ିଗଲା ହାଇୱା । ଭାରସାମ୍ୟ ହରାଇ ବାଇକରୁ ବାପା, ମା ସହ ଖସିପଡିଥିଲେ ଝିଅ । ବିପରୀତ ଦିଗରୁ ଆସୁଥିବା ଟ୍ରକ ଝିଅ ଉପରେ ମାଡିଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking