25.1 C
Bhubaneswar
Tuesday, February 24, 2026
Homeଅପରାଧମାଓ ହମଲା: ୨ ଯବାନ ଆହତ

ମାଓ ହମଲା: ୨ ଯବାନ ଆହତ

ମାଲକାନଗିରି: ସିଆରପିଏଫ୍ କ୍ୟାମ୍ପ ଉପରେ ମାଓ ହମଲା। ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲାର ସିଆରପିଏଫ୍ କ୍ୟାମ୍ପ୍ ଉପରେ ମାଓବାଦୀମାନେ ଆକ୍ରମଣ କରିଛନ୍ତି। ସିଆରପିଏଫ୍ କ୍ୟାମ୍ପ ବାହାରେ କର୍ଡନ କରି ମାଓବାଦୀମାନେ ଗୁଳି ଚଳାଇଛନ୍ତି। ସୁରକ୍ଷାକର୍ମୀ ଏହାର ପ୍ରତିଜବାବ ଦେଇଛନ୍ତି। ମାଓବାଦୀଙ୍କ ବ୍ୟାରେଲ ଗ୍ରେନେଡ୍ ଲଞ୍ଚର୍ ମାଡରେ ଦୁଇ ଜଣ ଯବାନ ଆହତ ହୋଇଛନ୍ତି। ଲାଲ୍ ଗଡରେ ସିଆରପିଏଫ୍ କ୍ୟାମ୍ପ ସ୍ଥାପନ କରିବା ପରେ ମାଓବାଦୀମାନେ ବିଚଳିତ ହୋଇପଡିଛନ୍ତି। କିଛି ଦିନ ତଳେ ନୂତନ ଭାବେ ସ୍ଥାପନ ହୋଇଥିବା ଗୋମାଗୁଡ଼ା ପୋଲିସ ଶିବିର ଉପରେ ଆଖିବୁଜା ଗୁଳି ଚଳାଇଥିଲେ ମାଓବାଦୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking