21.1 C
Bhubaneswar
Monday, December 8, 2025
Homeଓଡିଶାରୋଜଗାର ମେଳାରେ ୪୦୦ ଜଣ ଯବାନଙ୍କୁ ଚୟନ: ମନ୍ତ୍ରୀ

ରୋଜଗାର ମେଳାରେ ୪୦୦ ଜଣ ଯବାନଙ୍କୁ ଚୟନ: ମନ୍ତ୍ରୀ

ଭୁବନେଶ୍ୱର: ସିଆର୍‌ପିଏଫ୍‌ ଓଡିଶା ସେକ୍ଟର ପାଇଁ ୪୦୦ ଜଣ ଯବାନଙ୍କୁ ଚୟନ କରାଯାଇଛି । ଆଜି ଆଇନ୍‌ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସେମାନଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ । ସୋମବାର ଆଚାର୍ଯ୍ୟବିହାରସ୍ଥିତ କାଉନ୍‌ସିଲ୍‌ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍‌ ରିସର୍ଚ୍ଚ (ସିଏସ୍‌ଆଇଆର୍‌) ଅଡିଟୋରିୟମରେ ସିଆର୍‌ପିଏଫ୍‌ର ‘ରୋଜଗାର ମେଳା’ ଆୟୋଜିତ ହେବ । ଏହି ମେଳାରେ ନୂଆ କରି ଯୋଗ ଦେବାକୁ ଥିବା ଯବାନମାନଙ୍କୁ ନିଯୁକ୍ତିପତ୍ର ଦିଆଯିବ । ଆଇଜି ଅମିତେନ୍ଦ୍ର ନାଥ ସିହ୍ନା, ଡିଆଇଜି ଭରତ ଭୂଷଣ ସେଠୀ ଓ ପୁଖରାଜ ଜୟପାଲଙ୍କ ସମେତ ଡେପୁଟି କମାଣ୍ଡାଣ୍ଟ ନଗେଶ କୁମାର ମେଳାରେ ଉପସ୍ଥିତ ରହିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking