24.1 C
Bhubaneswar
Tuesday, February 24, 2026
Homeଦେଶ ବିଦେଶପାନାମା କେନାଲକୁ ନେଇ ଧମକ ଦେଲେ ଟ୍ରମ୍ପ

ପାନାମା କେନାଲକୁ ନେଇ ଧମକ ଦେଲେ ଟ୍ରମ୍ପ

ନୂଆଦିଲ୍ଲୀ: ତାଇୱାନ ପରେ ଏବେ ପାନାମା କେନାଲ ମଧ୍ୟ ଏକ ପ୍ରସଙ୍ଗ ପାଲଟିଛି ଯେଉଁଠି ଚୀନ ଓ ଆମେରିକା ମୁହାଁମୁହିଁ ହୋଇପାରନ୍ତି। ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାନାମାକୁ ନେଇ ଖୋଲା ଧମକ ଦେଇଛନ୍ତି। ସେ କହିଛନ୍ତି ଯଦି ପାନାମା କେନାଲକୁ ଯଦି ଠିକ୍ ଭାବେ ପରିଚାଳନା ନ କରାଯାଏ, ତେବେ ଆମେରିକା ଏହାକୁ ଫେରାଇ ନେଇପାରେ। ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ଏକ ବୟାନରେ ପାନାମା କେନାଲ ବ୍ୟବହାର ପାଇଁ ଅତ୍ୟଧିକ ଟିକସ ଆଦାୟ କରୁଥିବା ଅଭିଯୋଗ କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଯଦି ପାନାମା କେନାଲକୁ ଠିକ୍ ଭାବେ ପରିଚାଳନା କରାନଯାଏ, ତେବେ ଆମେରିକା ଏହାକୁ ନିଜ ଅକ୍ତିଆରକୁ ନେଇପାରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking