27.1 C
Bhubaneswar
Tuesday, February 24, 2026
Homeଓଡିଶାକୁମ୍ଭାରିଆ ନଦୀରେ ଫସିଲା ଡଙ୍ଗା

କୁମ୍ଭାରିଆ ନଦୀରେ ଫସିଲା ଡଙ୍ଗା

ରାଜନଗର: କୁମ୍ଭାରିଆ ନଦୀରେ ଫସିଲା ଡଙ୍ଗା । ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ୨ ଟି ଡଙ୍ଗା ଫସିଲା । ୨ ଟି ଡଙ୍ଗାରେ ଅଛନ୍ତି ପ୍ରାୟ ୪୦ ରୁ ଅଧିକ ପର୍ଯ୍ୟଟକ । ଫସିଥିବା ଡଙ୍ଗାକୁ ଉଦ୍ଧାର ପାଇଁ ବନ ବିଭାଗ ର ପ୍ରୟାସ ଜାରି ରହିଛି । ଭିତର କନିକା ବୁଲିବାକୁ ଯାଇଥିଲେ ପର୍ଯ୍ୟଟକ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନଦୀରେ ଡଙ୍ଗା ଫସିରହିଥିବା ସୂଚନାବ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking