29.1 C
Bhubaneswar
Monday, May 4, 2026
Homeଓଡିଶାଭୁଲ ମାଗି  ପ୍ରାୟଶ୍ଚିତ କରନ୍ତୁ – ରାଜା ସ୍ୱାଇଁ

ଭୁଲ ମାଗି  ପ୍ରାୟଶ୍ଚିତ କରନ୍ତୁ – ରାଜା ସ୍ୱାଇଁ

ଭୁବନେଶ୍ୱର : ଭୁଲ ମାଗି  ପ୍ରାୟଶ୍ଚିତ କରନ୍ତୁ । ଆମ୍ବେଦକରଙ୍କୁ  ନେଇ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗରେ ବିଜେଡି ବିଧାୟକ  ରାଜା ସ୍ୱାଇଁ ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି  ଆମ୍ବେଦକର ଦେଶର ସମ୍ବିଧାନ ତିଆରି କରିଛନ୍ତି । ଆମମାନଙ୍କ ପାଇଁ ଆମ୍ବେଦକର ଭଗବାନ । ତାଙ୍କୁ ଅପମାନିତ କରିବା ଦୁଃଖଦାୟକ । ଅପମାନିତ କରିଥିବାରୁ ଭୁଲ ମାଗି ପ୍ରାୟଶ୍ଚିତ କରନ୍ତୁ କହିଛନ୍ତି ବିଜେଡି ବିଧାୟକ ରାଜା ସ୍ୱାଇଁ । ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking