27.9 C
Bhubaneswar
Saturday, April 11, 2026
Homeଦେଶ ବିଦେଶଲ୍ୟାଣ୍ଡମାଇନ ବିସ୍ଫୋରଣ :  ଯବାନ ଆହତ 

ଲ୍ୟାଣ୍ଡମାଇନ ବିସ୍ଫୋରଣ :  ଯବାନ ଆହତ 

ଛତିଶଗଡ : ଛତିଶଗଡ ନାରାୟଣପୁରରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି । ଯବାନକୁ ଟାଗଚ୍ଛେଟ କରୁଥିଲେ ମାଓବାଦୀ । ଦୁଇ ଡିଆରଜି ଯବାନ ମଧ୍ୟ ଆହତ ହୋଇଛନ୍ତି ।  ତେବେ ରାସ୍ତା ନିର୍ମାଣ କାମକୁ  ସୁରକ୍ଷା ଦେଉଥିଲେ ଏହି ଯବାନମାନେ  ା  ଏହି ସମୟରେ ଲ୍ୟାଣ୍ଡମାଇନ ହୋଇଥିଲା । ତେବେ କଚାପାଲ ଠାରେ ନୂତନ କ୍ୟାମ୍ପ ଲାଗି ହେଉଥିଲା ଏହି ରାସ୍ତା ନିର୍ମାଣ ।  ଏହି ସମୟରେ ଲ୍ୟାଣ୍ଡ ମାଇନ ବିସ୍ଫୋରଣ ହେବା କାରଣରୁ ଦୁଇ  ଡିଆରଜି ଯବାନ  ଆହତ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking