20.1 C
Bhubaneswar
Sunday, January 5, 2025
Homeଓଡିଶାଘିଅ, ଗୋଲମରିଚର ଫାଇଦା ବିଷୟରେ ଜାଣନ୍ତୁ ..

ଘିଅ, ଗୋଲମରିଚର ଫାଇଦା ବିଷୟରେ ଜାଣନ୍ତୁ ..

ଭୁବନେଶ୍ୱର : ଘିଅ ଏବଂ ଗୋଲମରିଚ  ଘରେ  ସବୁବେଳେ ରହିଥାଏ ।   ଏହା କେବଳ  ଖାଦ୍ୟର ସ୍ୱାଦ ବଢାଇଥାଏ । ଏହି ଦୁଇଟି ଜିନିଷକୁ ଏକାଠି କରି ଖାଇଲେ  ଦେହରେ ଔଷଧ ଭାବରେ କାମ କରେ । ଏହାକୁ ଖାଇଲେ ଗଣ୍ଟି ଯନ୍ତ୍ରଣାରୁ  ମୁକ୍ତି ପାଇପାରିବେ ।  ଘିଅ ଏବଂ  ଗୋଲମରିଚକୁ କ୍ଷୀରରେ ମିଶାଇ ରାତିରେ ଶୋଇବା ପୂର୍ୱରୁ ପିଅନ୍ତୁ । ଏହା ଦେହ ପାଇଁ ବହୁତ ହିତକାରୀ ହୋଇଥାଏ । ଯଦି ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତର୍ଦୁର୍ୱଳ ଅଛି ତେବେ   ଏହାକୁ ଖାଇଲେ ପ୍ରତିରୋଧକ ଶକ୍ତି ବଢାଇଥାଏ ।  ଏଥିରେ ଥିବା  ଆଣ୍ଟି ଅକ୍ସିଡାଣ୍ଡ ଶରୀରକୁ  ସଂକ୍ରମଣରୁ ରକ୍ଷା କରିଥାଏ ।  ଘିଅ ଏବଂ ଗୋଲମରିଚ ଖାଇବା ଦ୍ୱାରା  ଥକ୍କାପଣ ଦୂର ହୋଇଥାଏ । ଉଚ୍ଚ ରକ୍ତଚାପ କିମ୍ବା   ଅନ୍ୟ କୌଣସି ରୋଗ ଥିଲେ  ଏହାକୁ ଖାଇବା ପୂର୍ୱରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking