25.1 C
Bhubaneswar
Thursday, March 26, 2026
Homeଓଡିଶାମହାନଦୀରେ ଭାସୁଛି ପୂର୍ବତନ ପ୍ରଫେସରଙ୍କ ମୃତଦେହ

ମହାନଦୀରେ ଭାସୁଛି ପୂର୍ବତନ ପ୍ରଫେସରଙ୍କ ମୃତଦେହ

କଟକ : କଟକ ମହାନଦୀରେ ଭାସୁଛି  ପୂର୍ବତନ ପ୍ରଫେସରଙ୍କ ମୃତଦେହ । ଯୋବ୍ରା ବ୍ୟାରେଜ ନିକଟରେ  ମହାନଦୀରେ  ଭାସୁଛି ପ୍ରଫେସରଙ୍କ ମୃତଦେହ । ମୃତକ ଜଣଙ୍କ ରେଭେନ୍ସାର ପୂର୍ୱତନ ପ୍ରଫେସର ବୈଷ୍ଣବ ଚରଣ ସିଂ ।   ଘର ରାଜେନ୍ଦ୍ରନଗରରେ । ନନ୍ଦନକାନନ ପାଖାପାଖି ରହୁଥିଲେ । ହେଲେ ଏଯାଏ ମୃତ୍ୟୁର କାରଣ ଜଣାପଡିନାହିଁ ।  ଘଟଣାସ୍ଥଳରେ ପୋଲିସ ଛାନଭିନ କରୁଛି ।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking