25.1 C
Bhubaneswar
Saturday, December 14, 2024
Homeଅପରାଧଏନଆଇଏ ରେଡ଼ର ସତ

ଏନଆଇଏ ରେଡ଼ର ସତ

ମାଲକାନଗିରି: ମାଲକାନଗିରିରେ ଏନଆଇଏର ଚଢ଼ାଉ ମାମଲା l ଏନଆଇଏ ପକ୍ଷରୁ ପ୍ରେସ ବିଜ୍ଞପ୍ତି ପ୍ରକାଶ l ମାଓବାଦୀଙ୍କୁ ବିସ୍ଫୋରକ ଯୋଗାଇବା ମାମଲାରେ ଥିଲା ରେଡ଼ l ୩ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିଲା ଚଢ଼ାଉ । ଓଡିଶା , ଆନ୍ଧ୍ର , ଛତିଶଗଡ଼ ରେ ହୋଇଥିଲା ଚଢ଼ାଉ । ବୋହୁ ଡିଜିଟାଲ ଉପକରଣ ଓ କାଗଜପତ୍ର ଜବତ । ଆନ୍ଧ୍ର ଚିନ୍ତୁର ଥାନାର ଏକ ମାମଲାକୁ ନେଇ ହୋଇଥିଲା ରେଡ଼ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking