31.1 C
Bhubaneswar
Tuesday, February 24, 2026
Homeଓଡିଶାମାଟିତଳୁ ଜୀବିତ ନବଜାତ ଉଦ୍ଧାର

ମାଟିତଳୁ ଜୀବିତ ନବଜାତ ଉଦ୍ଧାର

ସୁବର୍ଣ୍ଣପୁର : ଅଧାପୋତା ଅବସ୍ଥାରେ ନବଜାତ କନ୍ୟାକୁ ଉଦ୍ଧାର କରାଯାଇଛି । ଟୁଲୁଣ୍ଡପାଲୀ ଗାଁ ନିକଟ ରାସ୍ତାକଡରୁ ଅଧାପୋତା ଅବସ୍ଥାରେ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ନବଜାତ ଶିଶୁ କନ୍ୟା ଜୀବିତ ଥିବା ଦେଖି ମେଡିକାଲରେ ଭର୍ତ୍ତି କରିଛନ୍ତି ଲୋକେ । ତେବେ ନବଜାତ ଶିଶୁ କନ୍ୟାକୁ କେହି ପୋତିଥିବା ସନ୍ଦେହ କରାଯାଉଛି । ଏନେଇ ବିନିକା ପୋଲିସ ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking