15.1 C
Bhubaneswar
Saturday, December 6, 2025
Homeଓଡିଶାମଶା ପାଇଁ ଆନ୍ଦୋଳନ

ମଶା ପାଇଁ ଆନ୍ଦୋଳନ

କଟକ: ଡ୍ରେନ ଗୁଡିକ ସଫା ହେଉନି କିମ୍ବା ଡ୍ରେନରେ ମଶାମରା ତେଲ ପଡୁନି । ଏମିତି ଅଭିଯୋଗ କରି କଟକ ନଗର କଂଗ୍ରେସ କର୍ମୀ ରାସ୍ତାରେ ମଶାରି ଟାଣି ନିଆରା ପ୍ରତିବାଦ କରିଛନ୍ତି । ମଶା ନିୟନ୍ତ୍ରଣରେ କଟକ ମହାନଗର ନିଗମର ଅପାରଗତା ରହିଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଥାନାରେ ସିଏମସି କମିଶନରଙ୍କ ନାଁରେ ଏତଲା ଦିଆଯାଇଛି । ମଶାମରା ତେଲ ଓ ଡ୍ରେନ୍ ସଫେଇ ଟଙ୍କା ସିଏମସି କର୍ତ୍ତୃପକ୍ଷ ହରିଲୁଟ୍ କରିଥିବା କଟକ ନଗର କଂଗ୍ରେସ କର୍ମୀ ଅଭିଯୋଗ ଆଣିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking