21.1 C
Bhubaneswar
Tuesday, February 24, 2026
Homeଓଡିଶାଜଳ ଯୋଗାଣ ପ୍ରକଳ୍ପକୁ ଆଗେଇ ନେବାକୁ ମନ୍ତ୍ରୀଙ୍କ ନିର୍ଦେଶ

ଜଳ ଯୋଗାଣ ପ୍ରକଳ୍ପକୁ ଆଗେଇ ନେବାକୁ ମନ୍ତ୍ରୀଙ୍କ ନିର୍ଦେଶ

ଭୁବନେଶ୍ୱର: ରାଜ୍ୟରେ ପାଇପ ଜଳ ଯୋଗାଣର ପ୍ରକଳ୍ପ କାର୍ଯ୍ୟକାରିତାକୁ ନେଇ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ସମୀକ୍ଷା କରିଛନ୍ତି । ପ୍ରକଳ୍ପ କାର୍ଯ୍ୟକୁ ଆଗେଇ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସମୀକ୍ଷା ବୈଠକରେ ମନ୍ତ୍ରୀ କହିଛନ୍ତି, ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ରାଜ୍ୟ ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ । ପୂର୍ବରୁ ବିଭିନ୍ନ କାରଣ ନେଇ ମେଗା ପାଇପ ଜଳ ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ହୋଇଛି । ତେଣୁ ଏହି ସମସ୍ୟାର ସମାଧାନ ସହ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ। ସବୁ ବିଭାଗ ସହ ସମନ୍ବୟ ରଖି ପ୍ରକଳ୍ପ କାମକୁ ଆଗକୁ ନେବାକୁ କହିଛନ୍ତି ମନ୍ତ୍ରୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking